1 ଫୋର୍ବସ୍‌ ଅଳ୍ପ ଦିନ ପୂର୍ବରୁ ସ୍ୱେଡେନ୍ କୁ ବ୍ୟବସାୟ କରିବା ପାଇଁ ସବୁଠାରୁ ଉତ୍ତମ ଦେଶ ଭାବେ ଘୋଷିତ କରିଛି – ନିବେଶକଙ୍କ ପାଇଁ ଏକ ଫଳଦାୟକ ସ୍ଥାନ

2 ସ୍ୱେଡେନ୍ ର ନୋମିନାଲ ପର କ୍ୟାପିଟା ଜିଡିପି ହେଉଛି $56,956 ଏବଂ ଏଠାରେ ବିଶ୍ୱ ର ସବୁଠାରୁ ଉତ୍ତମ ଜୀବନ ଶୈଳୀ ରହିଛି

3 ୟୁରୋପ ର ସବୁଠାରୁ ପ୍ରଗତିଶୀଳ ଡିଜିଟାଲ ଅର୍ଥନୀତି ଏବଂ ସେହି ଅଞ୍ଚଳ ର ସବୁଠାରୁ ଉନ୍ନତ କ୍ୟାସଲେସ ସମ୍ପ୍ରଦାୟ

4 ବୈଷୟିକ ପ୍ରତିସ୍ପଧାତ୍ମକ ସୂଚକାଙ୍କ ସ୍ୱେଡେନ୍ କୁ ବିଶ୍ୱ ର ସବୁଠାରୁ ପ୍ରତିସ୍ପଧାତ୍ମକ ଅର୍ଥବ୍ୟବସ୍ଥା ଭାବେ ଶ୍ରେଣୀଭୁକ୍ତ କରିଛି

5 ସ୍ୱେଡେନ୍ ସବୁଠାରୁ ଉନ୍ନତଶୀଳ ଇୟୁ(EU) ରାଷ୍ଟ୍ର ଭାବେ ଧରାଯାଏ, ଯାହା ପାଖରେ ସବୁଠାରୁ ଅଧିକ ପର କ୍ୟାପିଟା ପେଟେଣ୍ଟ ଅଛି

6 ୟୁଏନ(UN) ର ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ସ୍ୱେଡେନ୍ ବିଶ୍ୱ ର ଅନ୍ୟ ସମସ୍ତ ଦେଶ ଠାରୁ ଉତ୍ତମ ସ୍ଥିତିରେ ଅଛି

କନସଲ୍ଟିଂ

  • କମ୍ପାନୀ ପ୍ରତିଷ୍ଠାନ
  • ଆର୍ଥିକ ପରାମର୍ଶ | କର ନିୟୋଜନ
  • ସମୃଦ୍ଧି ସୁଯୋଗ
  • ମନୁଷ୍ୟ ପୁଞ୍ଜି ବିଶ୍ଳେଷଣ
  • ଆଇଟି ପରିଚାଳନା/ଚୟନ
  • ଆଇନ୍‌ ଏବଂ ନିୟମମାନ
  • ମାର୍କେଟିଙ୍ଗ କୂଟନୀତି ଅନୁକୂଳତା
  • କାର୍ଯ୍ୟାଳୟ ସେବା ଆଉଟସୋର୍ସିଙ୍ଗ
  • ପରିଚାଳନା ନିପୁଣତା
  • ବିପଦ ପରିଚାଳନା

ମାର୍କେଟ୍‌ ବିଶ୍ଳେଷଣ

  • ବ୍ରାଣ୍ଡ ଅଭିଜ୍ଞତା ଏବଂ ବିସ୍ତାର
  • ବାଣିଜ୍ୟ ଉଦ୍ୟୋଗ
  • ବିସ୍ତୃତ ଭବିଷ୍ୟବାଣୀ
  • ଉପଭୋକ୍ତା ଉତ୍ପାଦଗୁଡ଼ିକ
  • ଜନସାଂଖିକ ଟ୍ରେଣ୍ଡସ୍‌
  • ମାର୍କେଟ ବିଭାଜନ
  • ଜନସାଧାରଣ ମତାମତ ନିର୍ବାଚନ
  • ଉତ୍ପାଦ/ସେବାଗୁଡ଼ିକର କ୍ଷମତା

ଅନୁସନ୍ଧାନ

  • ବ୍ୟବସାୟ ସୂଚନା
  • କମ୍ପାନୀ ରିପୋର୍ଟ
  • ଡାଟା ମାଇନିଙ୍ଗ ଏବଂ ନିଷ୍କର୍ଷଣ
  • ସରକାରୀ ଲେଖାଗାର
  • ତଦନ୍ତମୂଳକ ରିପୋର୍ଟ
  • ମିଡ଼ିଆ ମନିଟରିଂ
  • ଜାତୀୟ ସାଂଖିକ ଡାଟା
  • ରିକୃଟମେଣ୍ଟ | ହେଡ଼ହଁଟିଙ୍ଗ

ଭରଚୁଆଲ କାର୍ଯ୍ୟାଳୟ

  • ଷ୍ଟକହୋମ/ସ୍ୱେଡେନ୍‌ରେ କମ୍ପାନୀ ଠିକଣା
  • ଟେଲିଫୋନ ନମ୍ବର ସହିତ କଲ୍‌ ସେଣ୍ଟର
  • ବିଶ୍ଵବ୍ୟାପୀ ମେଲ୍‌ ଫରୱାର୍ଡିଙ୍ଗ
  • 24/7 ଉପଭୋକ୍ତା ସମର୍ଥନ

ଅନୁବାଦ

  • 70 ରୁ ଅଧିକ ଭାଷା ଠାରୁ ଏବଂ କୁ
  • ପେଶାଦାର, ସ୍ଥାନୀୟ ଏବଂ ବିଶେଷଜ୍ଞ ବହୁଭାଷାବିଦ
  • ISO 17100 ଗୁଣବତ୍ତା ଆଶ୍ୱାସନା
0
ବ୍ୟବସାୟରେ 20 ବର୍ଷ
0
ପେଶାଦାର ସହଯୋଗୀ
0
ଅତି ଉତ୍ତମ କ୍ଲାଏଣ୍ଟମାନେ
0 %
ତୁଷ୍ଟି ଆଶ୍ୱାସନା
କଷ୍ଟମ ସମାଧାନ
ପ୍ରତ୍ୟେକ କ୍ଲାଏଣ୍ଟ ପୃଥକ ଅଟେ - ପ୍ରତ୍ୟେକ ପ୍ରୋଜେକ୍ଟ ପୃଥକ ଅଟେ- ସେଥିପାଇଁ ଆମେ ସବୁବେଳେ କଷ୍ଟମ ସମାଧାନ ଦେବା ପାଇଁ ଚେଷ୍ଟା କରୁ, ଯାହା ଆପଣଙ୍କର ବିଶେଷ ଆବଶ୍ୟକତା ଏବଂ ଲକ୍ଷ୍ୟ କୁ ଧ୍ୟାନ ରେ ରଖି ଡିଜାଇନ୍‌ ହୋଇଥାଏ
ସ୍ଥାନୀୟ ଜ୍ଞାନ
ସ୍ୱେଡିସ୍ ସରକାର, ସଂସ୍ଥା ଏବଂ କମ୍ପାନୀଗୁଡ଼ିକ ସହିତ ଆମର ଆନ୍ତରିକ ଯୋଗାଯୋଗ ଥିବା କାରଣରୁ ଆପଣଙ୍କର ସମସ୍ୟା ଶୀଘ୍ର ଏବଂ ସରଳତା ର ସହିତ ସମାଧାନ କରିବାରେ ଆମକୁ ସକ୍ଷମ କରିଥାଏ
ଆମ ବିଶେଷଜ୍ଞତା ର ଲାଭ ଉଠାନ୍ତୁ
ଆପଣଙ୍କୁ ସଫଳ କରିବା ପାଇଁ ଆମକୁ ସାହାଯ୍ୟ କରିବାକୁ ଦିଅନ୍ତୁ- ବର୍ଷ ବର୍ଷ ଧରି ଆମେ ଏକତ୍ର କରିଥିବା ଅନ୍ତର୍ଦୃଷ୍ଟି ସ୍ୱେଡେନ୍‌ରେ ଆପଣଙ୍କ ସଫଳତା ର ଚାବି ହେବ
ମାପ ଏବଂ ଅନ୍ତର୍ଦୃଷ୍ଟି
ଆମେ ପ୍ରସ୍ତାବିତ କରୁଥିବା ସମସ୍ତ କୂଟନୀତି ଏବଂ କାର୍ଯ୍ୟ ଆପଣଙ୍କର ବ୍ୟବସାୟ ଏବଂ ମାର୍କେଟିଙ୍ଗ ଲକ୍ଷ୍ୟ ଉପରେ ପ୍ରଭାବ ମାପିବା ପାଇଁ ରାସ୍ତା ଅଛି
ସେବା ଉତ୍କୃଷ୍ଟତା
ଆମ ଫଳ ଆମ ସେବା ର ଉତ୍କୃଷ୍ଟତା ଏବଂ ଶେଷରେ ଆପଣଙ୍କ ସଫଳତା ସହିତ ସିଧା ଭାବେ ଯୋଡ଼ା ହୋଇଛି - ପ୍ରତ୍ୟେକ ପାହାଁଚ ରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆମେ ସର୍ବଦା ପ୍ରସ୍ତୁତ ଅଛୁ

ନବୀନତମ ନ୍ୟୁଜ୍‌

ଆସନ୍ତୁ ସମ୍ଭାବନାଗୁଡ଼ିକୁ ଅନ୍ୱେଷଣ କରିବା!

ଅଧିକ ଜାଣିବା ପାଇଁ ଆମ ସହିତ ସମ୍ପର୍କ କରନ୍ତୁ

Frejgatan 13
114 79 Stockholm
Sweden

info@ce.se
odia@ce.se

+46 8 55 11 07 00
+46 8 55 11 07 01