CELanguageCE ସ୍ୱେଡେନ୍ • ଆମେ ଅନ୍ତଃରାଷ୍ଟ୍ରୀୟ କ୍ଲାଏଣ୍ଟଙ୍କୁ ସ୍ୱେଡିସ୍ ବ୍ୟବସାୟିକ ଭୁଦ୍ରୁସ୍ୟ ଜାଣିବାରେ ସାହାଯ୍ୟ କରିଥାଉ

CE ସ୍ୱେଡେନ୍ • ଆମେ ଅନ୍ତଃରାଷ୍ଟ୍ରୀୟ କ୍ଲାଏଣ୍ଟଙ୍କୁ ସ୍ୱେଡିସ୍ ବ୍ୟବସାୟିକ ଭୁଦ୍ରୁସ୍ୟ ଜାଣିବାରେ ସାହାଯ୍ୟ କରିଥାଉ

Innehållsförteckning

CE ସ୍ୱେଡେନ୍ କୁ ସ୍ୱାଗତ

ଆମେ ଅନ୍ତଃରାଷ୍ଟ୍ରୀୟ କ୍ଲାଏଣ୍ଟଙ୍କୁ ସ୍ୱେଡିସ୍ ବ୍ୟବସାୟିକ ଭୁଦ୍ରୁସ୍ୟ ଜାଣିବାରେ ସାହାଯ୍ୟ କରିଥାଉ । ଆମ ପରାମର୍ଶଦାତାମାନେ ସମ୍ପୂର୍ଣ ସମୟ ନେଇ ଆପଣଙ୍କ କମ୍ପାନୀ, ଟେକ୍ନୋଲୋଜିଗୁଡ଼ିକ ଏବଂ କର୍ପୋରେଟ ଲକ୍ଷ୍ୟ କୁ ସମ୍ପୂର୍ଣ ଭାବେ ବୁଝିବାକୁ ଚେଷ୍ଟା କରିଥାନ୍ତି । ଆମେ ସର୍ବଦା ଆପଣଙ୍କ ବିଶେଷ ଆବଶ୍ୟକତା କୁ ଧ୍ୟାନରେ ରଖି ସମାଧାନଗୁଡ଼ିକ ଯୋଗାଇଥାଉ ।

ସ୍ୱେଡେନ୍ ଏକ ଅତ୍ୟନ୍ତ ଉନ୍ନତ ଏବଂ ଲାଭପ୍ରଦ ଦେଶ ଯେଉଁଠି ଅନ୍ତହୀନ ସୁଯୋଗ ଅଛି – ଆପଣଙ୍କର ବିଶ୍ୱ ଉପସ୍ଥିତି କୁ ବିସ୍ତାର କରିବା ଏବଂ ନୂତନ ବଜାରଗୁଡ଼ିକ ସନ୍ଧାନ କରିବା ପାଇଁ ଏକ ଉତ୍ତମ ସ୍ଥାନ ।

ଆମ ସହିତ ଭାଗିଦାରୀ କରନ୍ତୁ । ଆପଣଙ୍କୁ ସମ୍ପୂର୍ଣ ରାସ୍ତା ଦେଖାଇବା ପାଇଁ ଆମେ ସର୍ବଦା ପ୍ରସ୍ତୁତ ଅଛୁ ।

  • ଫୋର୍ବସ୍‌ ଅଳ୍ପ ଦିନ ପୂର୍ବରୁ ସ୍ୱେଡେନ୍ କୁ ବ୍ୟବସାୟ କରିବା ପାଇଁ ସବୁଠାରୁ ଉତ୍ତମ ଦେଶ ଭାବେ ଘୋଷିତ କରିଛି – ନିବେଶକଙ୍କ ପାଇଁ ଏକ ଫଳଦାୟକ ସ୍ଥାନ
  • ସ୍ୱେଡେନ୍ ର ନୋମିନାଲ ପର କ୍ୟାପିଟା ଜିଡିପି ହେଉଛି $56,956 ଏବଂ ଏଠାରେ ବିଶ୍ୱ ର ସବୁଠାରୁ ଉତ୍ତମ ଜୀବନ ଶୈଳୀ ରହିଛି
  • ୟୁରୋପ ର ସବୁଠାରୁ ପ୍ରଗତିଶୀଳ ଡିଜିଟାଲ ଅର୍ଥନୀତି ଏବଂ ସେହି ଅଞ୍ଚଳ ର ସବୁଠାରୁ ଉନ୍ନତ କ୍ୟାସଲେସ ସମ୍ପ୍ରଦାୟ
  • ବୈଷୟିକ ପ୍ରତିସ୍ପଧାତ୍ମକ ସୂଚକାଙ୍କ ସ୍ୱେଡେନ୍ କୁ ବିଶ୍ୱ ର ସବୁଠାରୁ ପ୍ରତିସ୍ପଧାତ୍ମକ ଅର୍ଥବ୍ୟବସ୍ଥା ଭାବେ ଶ୍ରେଣୀଭୁକ୍ତ କରିଛି
  • ସ୍ୱେଡେନ୍ ସବୁଠାରୁ ଉନ୍ନତଶୀଳ ଇୟୁ(EU) ରାଷ୍ଟ୍ର ଭାବେ ଧରାଯାଏ, ଯାହା ପାଖରେ ସବୁଠାରୁ ଅଧିକ ପର କ୍ୟାପିଟା ପେଟେଣ୍ଟ ଅଛି
  • ୟୁଏନ(UN) ର ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ସ୍ୱେଡେନ୍ ବିଶ୍ୱ ର ଅନ୍ୟ ସମସ୍ତ ଦେଶ ଠାରୁ ଉତ୍ତମ ସ୍ଥିତିରେ ଅଛି

ପରାମର୍ଶ
ବିଶେଷଜ୍ଞଙ୍କ ପରାମର୍ଶ

  • ବ୍ୟବସାୟିକ ସହାୟତା
  • ବାଣିଜ୍ୟ ଏବଂ ବିକ୍ରି
  • କମ୍ପାନୀ ସ୍ଥାପନା
  • ବିକାଶ ଯୋଜନା
  • ଆର୍ଥିକ ପରାମର୍ଶ
  • ମନୁଷ୍ୟ ପୁଞ୍ଜି
  • ଆଇଟି ପରିଚାଳନା
  • ଆଇନ୍‌ ଏବଂ ନିୟମମାନ
  • ବ୍ୟାପାର କୂଟନୀତି
  • କାର୍ଯ୍ୟାଳୟ ଆଉଟସୋର୍ସିଙ୍ଗ
  • କାର୍ଯ୍ୟକାରି ନିପୁଣତା
  • ଉନ୍ନତ ଉତ୍ପାଦକତା
  • ବିପଦ ପରିଚାଳନା

ମାର୍କେଟ୍‍
ବିଶ୍ଳେଷଣ

  • ବିଜ୍ଞାପନ ମୂଲ୍ୟାଙ୍କନ
  • ବ୍ରାଣ୍ଡ ସଚେତନତା/ବିସ୍ତାର
  • ବାଣିଜ୍ୟ ଉଦ୍ୟୋଗ
  • ବିସ୍ତୃତ ଭବିଷ୍ୟବାଣୀ
  • ଉପଭୋକ୍ତା ଉତ୍ପାଦଗୁଡ଼ିକ
  • ଜନସାଂଖିକ ଟ୍ରେଣ୍ଡ
  • ନିଷ୍ଠା ବିଶ୍ଳେଷଣ
  • ମାର୍କେଟ୍‍ ବିଭାଜନ
  • ମୂଲ୍ୟ ନିର୍ଦ୍ଧାରଣ ଅନୁସନ୍ଧାନ
  • ଉତ୍ପାଦ/ସେବା କ୍ଷମତା
  • ସର୍ବସାଧାରଣ ମତାମତ ନିର୍ବାଚନ
  • ତୁଷ୍ଟି ସର୍ବେକ୍ଷଣ

ଅନୁସନ୍ଧାନ
ତଦନ୍ତମୂଳକ

  • ବ୍ୟବସାୟିକ ସୂଚନା
  • ଉଦ୍ୟୋଗ ରିପୋର୍ଟ
  • ଡାଟା ମାଇନିଙ୍ଗ
  • ଦସ୍ତାବିଜ ଡାଟାବେସ
  • ଇ-ମେଲ୍‌ ତାଲିକା
  • ସରକାରୀ ଲେଖାଗାର
  • ତଦନ୍ତମୂଳକ ରିପୋର୍ଟ
  • ଲିଡ଼ ଉତ୍ପାଦନ
  • ମିଡ଼ିଆ ମନିଟରିଂ
  • ନ୍ୟୁଜ | ପ୍ରେସ ପ୍ରକାଶନ
  • ରିକୃଟମେଣ୍ଟ | ହେଡ଼ହଁଟିଙ୍ଗ
  • ପରିସଂଖ୍ୟାନ ସମ୍ବନ୍ଧୀୟ ଡାଟା
  • ଶ୍ୱେତ ପତ୍ର

ଅନୁବାଦ
ଭାଷା ସେବା

  • 70+ ଭାଷା
  • ବହୁଭାଷୀ ଡ଼ିଟିପି
  • ପେଶାଦାର ବହୁଭାଷାବିଦ
  • ସଂଶୋଧନ କାର୍ଯ୍ୟ ଏବଂ ସମ୍ପାଦନା କାର୍ଯ୍ୟ
  • ଗୁଣବତ୍ତା ଆଶ୍ଵାସନା
  • ସଫ୍ଟୱେଆର୍‌ ସ୍ଥାନୀକରଣ
  • ତ୍ୱରିତ ଡେଲିଭରି
  • ଶବ୍ଦାବଳୀ ପରିଚାଳନ
  • ପୁନଃସୃଷ୍ଟି
  • ପ୍ରତିଲିପି ଲେଖନ
  • ଭିଡିଓ ସବଟାଇଟଲିଙ୍ଗ
  • ୱେବସାଇଟ୍‌ ସ୍ଥାନୀୟକରଣ

ଭରଚୁଆଲ
ସ୍ୱେଡିସ୍ କାର୍ଯ୍ୟାଳୟ

  • କମ୍ପାନୀ ଠିକଣା
  • ଟେଲିଫୋନ୍‌ ନମ୍ବର
  • ଉପଭୋକ୍ତା ସମର୍ଥନ
  • କଲ୍‌ ସେଣ୍ଟର
  • କଲ୍‌ ଫରୱାର୍ଡ଼ିଙ୍ଗ
  • ମେଲ୍‌ ଫରୱାର୍ଡ଼ିଙ୍ଗ
  • ଲାଇଭ୍‌ ରିସେପ୍ସନିଷ୍ଟ
  • ଲାଇଭ୍ ୱେବ ଚ୍ୟାଟ୍‌
  • ନିଯୁକ୍ତି ଅନୁସୂଚୀ
  • ଅର୍ଡର ପ୍ରକ୍ରିୟାକରଣ
  • ପ୍ରଶାସନିକ କାର୍ଯ୍ୟ

କଷ୍ଟମ ସମାଧାନ

ପ୍ରତ୍ୟେକ କ୍ଲାଏଣ୍ଟ ପୃଥକ ଅଟେ – ପ୍ରତ୍ୟେକ ପ୍ରୋଜେକ୍ଟ ପୃଥକ ଅଟେ- ସେଥିପାଇଁ ଆମେ ସବୁବେଳେ କଷ୍ଟମ ସମାଧାନ ଦେବା ପାଇଁ ଚେଷ୍ଟା କରୁ, ଯାହା ଆପଣଙ୍କର ବିଶେଷ ଆବଶ୍ୟକତା ଏବଂ ଲକ୍ଷ୍ୟ କୁ ଧ୍ୟାନ ରେ ରଖି ଡିଜାଇନ୍‌ ହୋଇଥାଏ

ସ୍ଥାନୀୟ ଜ୍ଞାନ

ସ୍ୱେଡିସ୍ ସରକାର, ସଂସ୍ଥା ଏବଂ କମ୍ପାନୀଗୁଡ଼ିକ ସହିତ ଆମର ଆନ୍ତରିକ ଯୋଗାଯୋଗ ଥିବା କାରଣରୁ ଆପଣଙ୍କର ସମସ୍ୟା ଶୀଘ୍ର ଏବଂ ସରଳତା ର ସହିତ ସମାଧାନ କରିବାରେ ଆମକୁ ସକ୍ଷମ କରିଥାଏ

ଆମ ବିଶେଷଜ୍ଞତା ର ଲାଭ ଉଠାନ୍ତୁ

ଆପଣଙ୍କୁ ସଫଳ କରିବା ପାଇଁ ଆମକୁ ସାହାଯ୍ୟ କରିବାକୁ ଦିଅନ୍ତୁ- ବର୍ଷ ବର୍ଷ ଧରି ଆମେ ଏକତ୍ର କରିଥିବା ଅନ୍ତର୍ଦୃଷ୍ଟି ସ୍ୱେଡେନ୍‌ରେ ଆପଣଙ୍କ ସଫଳତା ର ଚାବି ହେବ

ମାପ ଏବଂ ଅନ୍ତର୍ଦୃଷ୍ଟି

ଆମେ ପ୍ରସ୍ତାବିତ କରୁଥିବା ସମସ୍ତ କୂଟନୀତି ଏବଂ କାର୍ଯ୍ୟ ଆପଣଙ୍କର ବ୍ୟବସାୟ ଏବଂ ମାର୍କେଟିଙ୍ଗ ଲକ୍ଷ୍ୟ ଉପରେ ପ୍ରଭାବ ମାପିବା ପାଇଁ ରାସ୍ତା ଅଛି

ସେବା ଉତ୍କୃଷ୍ଟତା

ଆମ ଫଳ ଆମ ସେବା ର ଉତ୍କୃଷ୍ଟତା ଏବଂ ଶେଷରେ ଆପଣଙ୍କ ସଫଳତା ସହିତ ସିଧା ଭାବେ ଯୋଡ଼ା ହୋଇଛି – ପ୍ରତ୍ୟେକ ପାହାଁଚ ରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆମେ ସର୍ବଦା ପ୍ରସ୍ତୁତ ଅଛୁ

ସ୍ଲୋଗାନଗୁଡିକ

  • ସ୍ୱେଡିସ୍ ସମାଧାନ
  • ଆପଣଙ୍କର ସ୍ୱେଡିସ୍ ସମାଧାନ
  • ସ୍ୱେଡିସ୍ ବ୍ୟବସାୟିକ ପରାମର୍ଶଦାତା
  • ଆପଣଙ୍କର ସ୍ୱେଡିସ୍ ବ୍ୟବସାୟିକ ପରାମର୍ଶଦାତା
  • ସ୍ୱେଡିସ୍ ବ୍ୟବସାୟିକ ଭାଗିଦାର
  • ଆପଣଙ୍କର ସ୍ୱେଡିସ୍ ବ୍ୟବସାୟିକ ଭାଗିଦାର
  • ସ୍ୱେଡିସ୍ ବିଶେଷଜ୍ଞଗଣ
  • ଆପଣଙ୍କର ସ୍ୱେଡିସ୍ ବିଶେଷଜ୍ଞଗଣ
  • ସ୍ୱେଡିସ୍ ପେଶାଦାରଗଣ
  • ଆପଣଙ୍କର ସ୍ୱେଡିସ୍ ପେଶାଦାରଗଣ
  • ସ୍ୱେଡିସ୍ ବିଶେଷଜ୍ଞଗଣ
  • ଆପଣଙ୍କର ସ୍ୱେଡିସ୍ ବିଶେଷଜ୍ଞଗଣ
  • ସ୍ମାର୍ଟ କମ୍ପାନୀମାନେ ସ୍ୱେଡେନ୍ କୁ ବାଛନ୍ତି
  • ଆମ ସହିତ ସ୍ୱେଡେନ୍ କୁ ଆବିଷ୍କାର କରନ୍ତୁ
  • ସ୍ୱେଡେନ୍‌ରେ ବ୍ୟବସାୟ କରିବା ପାଇଁ ଚାହୁଁଛନ୍ତି କି?
  • ଆସନ୍ତୁ ଏହାକୁ ସ୍ୱେଡେନ୍‌ରେ କରିବା
  • ସ୍ୱେଡିସ୍ ମାର୍କେଟ୍‌ ଉପରେ ପ୍ରଭୁତ୍ୱ
  • ଆସନ୍ତୁ ସ୍ୱେଡେନ୍‌ ବିଷୟରେ କଥାବାର୍ତ୍ତା ହେବା
  • ସ୍ୱେଡେନ୍‌ରେ ଆପଣଙ୍କର ଭବିଷ୍ୟ
  • ସ୍ୱେଡେନ୍‌, ସ୍ମାର୍ଟ ଚୟନ
  • ସ୍ୱେଡେନ୍‌, ସ୍ମାର୍ଟ ଉପାୟ
  • ସ୍ୱେଡେନ୍‌, ଆପଣଙ୍କର ପଥ!
  • ସ୍ୱେଡେନ୍‌ରେ ସଫଳତା ପ୍ରାପ୍ତ କରନ୍ତୁ
  • ସର୍ବଶ୍ରେଷ୍ଠ ସ୍ୱେଡିସ୍ ସମାଧାନ
  • ଆପଣଙ୍କର ସ୍ୱେଡିସ୍ କନେକ୍ସନ
  • ସ୍ୱେଡେନ୍‌ରେ ସଫଳ ହୁଅନ୍ତୁ
  • ସ୍ୱେଡେନ୍‌ରେ ସଫଳ ହୁଅନ୍ତୁ
  • ସ୍ୱେଡେନ୍‌ରେ ସଫଳତା ପାଆନ୍ତୁ
error: Innehållet är skyddat

CE